Meta tags:
author= Dharitri;
keywords= Odisha News Bhubaneswar, India News, National News, International News, Sports News, All District News, Latest News, Business News, Editorial News, News Portal In Odisha, No-1 News paper In Odisha,Online News in Odisha, Breaking news in Odisha,Today Lifestyle News in Odisha, India and All Over the world news;
Headings (most frequently used words):
ଏହି, ରେ, ଖେଳାଳି, ଦୁର୍ଘଟଣା, ନେଇ, ଭାରତୀୟ, ଦେଲେ, ଜେନାଙ୍କ, ପ୍ରତାପ, ବିଧାୟକ, ନିଷ୍ପତ୍ତି, ଫେରିପାରନ୍ତି, ହୋଇପାରୁନି, ବିଜେଡିରେ, ଅନ୍ତରୀଣ, ଘୋଷଣା, ପ୍ରାର୍ଥୀ, ସୁରକ୍ଷା, ମହେଶ, oops, ବିଧାନସଭା, ନିର୍ବାଚନକୁ, ବେହେରା, ଯୋଗ, ଭର୍ତ୍ତୃହରି, ଇସ୍ତଫା, ଜିଲା, ସଭାପତି, ପ୍ରକାଶ, ବ୍ରିଜ୍, ସଡ଼କ, ଉପରୁ, ତଳକୁ, ଖସିଲା, ବସ୍, ଚାଲିଗଲା, ୪୫, ଜୀବନ, ବଳବତ୍ତର, କରିବ, ହ୍ରାସ, କଥା, ମୃତ୍ୟୁ, ଇପିଏଫ୍, ଓରେ, କେୱାଇସି, ବାଧ୍ୟତାମୂଳକ, ଭାବପ୍ରବଣ, ବାଇକ୍, ହୋଇଗଲେ, ବ୍ରିଟେନ, ପ୍ରଧାନମନ୍ତ୍ରୀ, କହିଲେ, ମୋ, ଚାଳକଙ୍କ, ପଳାଉଥିବା, ସେବା, ପୋଡୁଚାଷ, ଆଇଇଏମ୍, ଏସ୍, ସବୁଜ, ବନାନୀ, ନଷ୍ଟ, କରୁଛି, ପୋଲିସ, ଦେଖି, କବ୍, ଜାରେ, ଜଣିଆ, ଡକାୟତି, ଗ୍ୟାଙ୍ଗ, ପୋଲିସକୁ, ଭାଜପାରେ, ଗାଁରେ, ଡିଜିଟାଲ୍, ଅଲିମ୍ପିକ୍ସ, ପ୍ରଥମ, ହକି, ଦଳକୁ, ଓସ୍, ଜାର, ପ୍ୟାରିସ, ଶୁଭେଚ୍ଛା, ଲିଗ୍, କ୍ରିକେଟର୍, ଙ୍କୁ, ଚପଲରେ, ପିଟିବାକୁ, ଚାହୁଁଛନ୍ତି, ଯୁବରାଜ, ବିଜୟ, ଆମେରିକା, କାହିଁକି, ଆଶାୟୀ, page, can, be, found, ଭାଜପା, ପ୍ରାର୍ଥୀଙ୍କ, ଲାଟିନ୍, ନିଦ, ଗାଏବ, ଜାତୀୟ, ପିକଲବଲ୍, ଓଡ଼ିଶାର, ସଫଳତା, ଜାଣନ୍ତୁ, ପହଞ୍ଚିବ, ରେସ୍, ଟେକିନେଲେ, ଦୁର୍ବୃତ୍ତ, ଆଇପିଏଲ୍, ଅରେଞ୍ଜ୍, ପର୍ପଲ, କ୍ୟାପ୍, ଅଛନ୍ତି, ମନ୍ଦିର, ମୋଦି, ବିଲ୍, ଗେଟ୍ସ, ଆଲୋଚନା, ସବୁ, that, ହୁଣ୍ଡି, ବଳଦେବଜୀଉ, ଦିନ, ବିଜୟର, ହେବ, ପେନ୍, କିଲର, ନେଉଥିବା, ପଡିଆରେ, ସାଜିଲେ, ହିରୋ, କେନ୍ଦୁଝର, ଜମ୍ମୁ, ଶ୍ରୀନଗର, ରାଜପଥରେ, ମର୍ମନ୍ତୁଦ, ୧୦, ମୃତ, ଝିଅ,
Text of the page (most frequently used words):
#୨୯ା୩ (10), ଢେଙ୍କାନାଳ (8), ପାଇଁ (7), ଏହି (7), ଏବଂ (6), #ଜାତୀୟ (6), #ଅନୁଗୋଳ (6), #କେନ୍ଦୁଝର (6), ନେଇ (5), କଟକ (5), #ଜିଲା (5), #ରାଜ୍ୟ (5), #ଇନିଂସ (5), #ପୋଲିସ (5), ପକ୍ଷରୁ (5), ଖେଳାଳି (4), ବିଧାନସଭା (4), ପ୍ରଧାନମନ୍ତ୍ରୀ (4), #ବିଜେଡି (4), ଦୁର୍ଘଟଣା (4), ରିୟାନ (4), ବିଜୟ (4), ଭାରତୀୟ (4), ଭୁବନେଶ୍ୱର (4), ଓଡ଼ିଶା (4), ଗୁରୁବାର (4), ମେଟ୍ରୋ (3), କରିବା (3), #ଆଲୋଚନା (3), ଶ୍ରୀନଗର (3), ବୋଲି (3), ପରେ (3), ଜମ୍ମୁ (3), ବାଧ୍ୟତାମୂଳକ (3), ମୃତ୍ୟୁ (3), ପ୍ରଥମ (3), ଘୋଷଣା (3), ଜଟଣୀ (3), ରହିଛି (3), ଜିଲାର (3), ଡକାୟତି (3), ଇପିଏଫ୍ (3), ଭାଜପା (3), ବିଧାୟକ (3), ଅଛନ୍ତି (3), ସଡ଼କ (3), news (3), ପିକଲବଲ୍ (3), ଅନ୍ତର୍ଜାତୀୟ (3), ମଧ୍ୟରେ (3), ଖେଳ (3), ବଲରେ (3), ନୂଆଦିଲ୍ଲୀ (3), ଫୁରସତ (3), ଅନ୍ୟାନ୍ୟ (3), କନ୍ଧମାଳ (3), ଚମତ୍କାର (3), ଯୋଗ (3), ଜୀବନଚର୍ଯ୍ୟା (3), ଅପରାଧ (3), ବିଲ୍ (3), ହୁଣ୍ଡି (3), ସମ୍ପାଦକୀୟ (3), ବାଣିଜ୍ୟ (3), ଦିଲ୍ଲୀ (3), ମନୋରଞ୍ଜନ (3), ଖବର (3), ସାମିଲ (2), ଓସ୍ (2), କରିଥିଲେ (2), ଦେଲେ (2), ହକି (2), ଦଳକୁ (2), ପ୍ୟାରିସ (2), ଅଲିମ୍ପିକ୍ସ (2), ଖେଳିଥିଲେ (2), ଶୁଭେଚ୍ଛା (2), ମୋଦି (2), କରି (2), କରିଛି (2), ବଡ଼ (2), ସାହୁ (2), ପହଞ୍ଚିବ (2), ଗ୍ୟାଙ୍ଗ (2), ସେବା (2), ଜଣିଆ (2), ପରାଗ (2), ସବୁ (2), ହୋଇଛି (2), ଲାଟିନ୍ (2), ଏଫ୍ (2), ପୋଡୁଚାଷ (2), ପଛେ (2), ନଷ୍ଟ (2), ରାଜପଥରେ (2), କ୍ଷେତ୍ର (2), ଖସିପଡିଛି (2), ତଳକୁ (2), ଆସନ (2), ଉପରୁ (2), ବ୍ରିଜ୍ (2), ଆଫ୍ରିକାର (2), ଅମିତ (2), ବିଜୟର (2), କୁମାର (2), ସାମଲ (2), ଦକ୍ଷିଣ (2), ଦୁର୍ବୃତ୍ତ (2), ମହେଶ (2), ଘଟିଛି (2), ମନ୍ଦିର (2), ଭାଜପାରେ (2), ଥିବା (2), ଭର୍ତ୍ତୃହରି (2), ଏହାକୁ (2), ହ୍ରାସ (2), ଏନ୍ (2), ବିଭାଗ (2), ଆଇପିଏଲ୍ (2), ଅଧୀନରେ (2), ବଳବତ୍ତର (2), ମୁମ୍ବାଇ (2), ହେବ (2), ମାମଲାରେ (2), ନିର୍ବାଚନ (2), ପ୍ରତାପ (2), ଜେନାଙ୍କ (2), ଅନ୍ତରୀଣ (2), କ୍ୟାବ (2), ଆସୋସିଏଶନ (2), ଦାରିଙ୍ଗବାଡି (2), ନୟାଗଡ଼ (2), କଳାହାଣ୍ଡି (2), page (2), ନବରଙ୍ଗପୁର (2), କୋଟି (2), ମାଲକାନଗିରି (2), ଦୁଇ (2), found (2), କୋରାପୁଟ (2), ଗଜପତି (2), ଝିଅ (2), ଗଞ୍ଜାମ (2), ଖୋର୍ଦ୍ଧା (2), ବୌଦ୍ଧ (2), ପୁରୀ (2), march (2), ଜଗତ୍ (2), ସିଂହପୁର (2), କେନ୍ଦ୍ରାପଡ଼ା (2), ଯାଜପୁର (2), ଭଦ୍ରକ (2), ବାଲେଶ୍ୱର (2), ମୟୂରଭଞ୍ଜ (2), archives (2), 2024 (2), paper (2), ନୂଆପଡ଼ା (2), ରାୟଗଡା (2), କହିଛନ୍ତି (2), ପାଞ୍ଚ (2), ଦେବଗଡ଼ (2), ସୁନ୍ଦରଗଡ଼ (2), ନିଯୁକ୍ତି (2), ଶିକ୍ଷା (2), ଫଟୋ (2), ଆଜିର (2), ଶ୍ରେଷ୍ଠ (2), ବରଗଡ଼ (2), ଭାଇରସ୍ (2), କରୋନା (2), video (2), ବ୍ରିଟେନ (2), epaper (2), english (2), ଝାରସୁଗୁଡ଼ା (2), dharitri (2), କେୱାଇସି (2), ବଲାଙ୍ଗୀର (2), ସୁନକ (2), ସମ୍ବଲପୁର (2), ଭାବପ୍ରବଣ (2), କରାଯାଇଛି (2), ସୁବର୍ଣ୍ଣପୁର (2), back, କ୍ୟାପଟାଲ୍ସକୁ, 2019, friday, ଚଳିତ, ନିକଟ, ରାମବନ, କଶ୍ମୀରରେ, 29th, ଶୁକ୍ରବାର, ରୟାଲ୍ସ, ମୃତ, more, ଅନୁଯାୟୀ, ରିପୋର୍ଟ, ଗଣମାଧ୍ୟମ, ଜମ୍ମୁରୁ, ସ୍ଥାନୀୟ, ରାଜସ୍ଥାନ, ଯାତ୍ରୀଙ୍କୁ, ୧୦ଜଣଙ୍କର, ମର୍ମନ୍ତୁଦ, ଯେଉଁଥିରେ, today, ମ୍ୟାଚ୍, ଖାଲରେ, thursday, ଅନ୍ୟାନ, ଟେକିନେଲେ, କେନ୍ଦୁଝରର, ରେସ୍, କ୍ୟାପ୍, ପର୍ପଲ, ଅରେଞ୍ଜ୍, ପ୍ରଦାନ, ମ୍ୟାଚ, ପ୍ଲେୟାର, ଦେବତା, ପରାଗଙ୍କୁ, ସଂଗ୍ରହ, ପାରାଗ, ବିପକ୍ଷରେ, କ୍ୟାପଟାଲ୍ସ, ଡିଜିଟାଲ୍, ଆରାଧ୍ୟ, ପ୍ରଭୁ, ବଳଦେବଜୀଉ, ସାମଗ୍ରୀ, ଖୋଲା, ପରଠୁ, ରଥଯାତ୍ରା, not, ଲୁଟିନେଇଛନ୍ତି, ଦାନ, ବଳଦେବଜୀଉଙ୍କ, ସଞ୍ଜୁ, ଟଙ୍କା, ସେଥିରେ, ଭାଙ୍ଗି, ମଧ୍ୟରାତ୍ରରେ, ଆସିଛି, ଅଭିଯୋଗ, ଚୋରି, ହୁଣ୍ଡିରୁ, ପରାସ୍ତ, ସାମସନଙ୍କ, ମହାରାଷ୍ଟ୍ର, ୨୮ା୩, ପ୍ରତିଯୋଗିତାରେ, ବିହାର, ଗୁଜରାଟ, ଚେନ୍ନାଇ, ଜାର, ସପୋର୍ଟ, ପ୍ରଶିକ୍ଷକ, ସମସ୍ତ, ଉତ୍ସବରେ, ନିରାଡ଼ମ୍ବର, ସ୍ବତନ୍ତ୍ର, ଛେତ୍ରୀ, ଅନୁଷ୍ଠିତ, କେରଳ, ସଂଧ୍ୟାରେ, ଆଦି, ଗେଟ୍ସ, ଜର୍ନାଲିଷ୍ଟ, ସ୍ପୋଟର୍, ଜଣାଇଛି, ଓଡ଼ିଶାର, ଡିଫେଣ୍ଡର, ସମ୍ମାନଜନକ, ମେଣ୍ଟ, ଟୁର୍ନାମେଣ୍ଟରେ, ସ୍ବାଇଁ, ତପନ, ଆନୁକୂଲ୍ୟରେ, ଆୟୋଜିତ, ଲିଗ୍, ଆମେରିକା, ଚେନ୍ନାଇନ୍, ଏଲ୍, ଆଇଏସ୍, ବର୍ତ୍ତମାନ, ଜଣାପଡିଛି, ପ୍ରତିଯୋଗୀମାନେ, ଛାଡ଼ିଛନ୍ତି, ହେବେ, ସହିତ, ପ୍ରଦର୍ଶନର, ଛାପ, କଲୋନା, କ୍ଲବ, ଉରୁଗୁଏର, ଯାଉଛନ୍ତି, ହେବାକୁ, କ୍ଲବରେ, ଆମେରିକୀୟ, ଭାବରେ, ସଫଳତା, ପ୍ରଥମେ, ଦଳର, ହିରୋ, ଅଭିଷେକ, ଜରିଆରେ, ନିଦ, ବିସ୍ଫୋରକ, ମ୍ୟାଚରେ, ହୋଇଥିବା, ଇଣ୍ଡିଆନ୍ସ, ହାଇଦ୍ରାବାଦ, ଗାଏବ, oops, that, ସନରାଇଜର୍ସ, ସାଜିଲେ, ଚର୍ଚ୍ଚାକୁ, ପଡିଆରେ, ନେଉଥିବା, କିଲର, ପେନ୍, ଦିନ, ଅପରାଜିତ, can, ରନର, ଅଫ୍, ଥିଲେ, ଶର୍ମା, ଆସିଛନ୍ତି, ଶୁଣାଗଲା, ଙ୍କୁ, ପୁରୁଷ, ଉଭୟ, ରଣା, ବୈଠକ, ଭୁବନେଶ୍ବର, ହେଲା, କାହିଁକି, ଜାଣନ୍ତୁ, ଯୁବରାଜ, ଚାହୁଁଛନ୍ତି, ପିଟିବାକୁ, ଚପଲରେ, କ୍ରିକେଟର୍, ପ୍ରାର୍ଥୀଙ୍କ, ହାରରେ, ଷ୍ଟ୍ରାଇକ, ୨୭୪, ପୂରଣ, ଅର୍ଦ୍ଧଶତକ, ନିଜର, କିନ୍ତୁ, ଏକାକୀ, ମାତ୍ର, ଲଢ଼ିବେ, ଆଶାୟୀ, ଗାଁରେ, ଭବିଷ୍ୟତକୁ, ସ୍ବାସ୍ଥ୍ୟ, ଦେଖି, ବିଳମ୍ବିତ, ବୁଧବାର, ଧରାପଡିଛନ୍ତି, ହାତରେ, କମିଶନରେଟ୍, ମହାକୁଡ଼, ରବୀନ୍ଦ୍ରନାଥ, ରାଉତ, ସତ୍ୟଜିତ୍, ଚାଳକଙ୍କ, ବାଇକ୍, ପଳାଉଥିବା, ପୋଲିସକୁ, ଯୋଜନା, ଖବରପାଇ, କରିଥିଲା, ପିଛା, ସନ୍ଧ୍ୟାରେ, ଧରିବା, ୩୪୪୩, ୩୩ଏଇ, ଓଡି, ରାତିରେ, ବେଳେ, କାର, ପିଢ଼, ପାହାଡ଼ରେ, ବନବାସୀମାନେ, ଆରମ୍ଭରୁ, ଖରାଦିନ, ହେଉଛି, ଜଙ୍ଗଲ, ବ୍ୟାପକ, ସ୍ଥାନରେ, ବିଭିନ୍ନ, ଅଧୀନ, ରେଞ୍ଜ, ତେଲକୋଇ, ଜୁଆଙ୍ଗ, ଟିମ୍, ଭୂୟାଁ, ବନଖଣ୍ଡ, ପଟ୍ଟନାୟକ, ଚନ୍ଦ୍ର, ନରେଶ, ଜାରେ, କବ୍, ଅଞ୍ଚଳର, ହେଲେ, ସେମାନେ, ଗିରଫ, ଅଭିଯୁକ୍ତମାନଙ୍କୁ, ଚଢ଼ାଉ, ବୋଝେଇ, କାଟି, about, ଯେତିକି, ସେମାନଙ୍କୁ, ମୁଁ, ଅନୁଷ୍କା, କୃଷ୍ଣା, ମୋର, ହୋଇପଡିଛନ୍ତି, ଋଷି, ଲଣ୍ଡନ, contacts, ଦେବାକୁ, with, advertise, reserved, rights, all, 2016, com, copyright, technology, ratna, developed, ସମୟ, ଚାହୁଁଛି, ଗଞ୍ଜେଇ, ସଂଖ୍ୟାରେ, ନୂଆଗାଁ, ଅରୁଣ, ଓରେ, କଓ୍ବୋଇସିକୁ, ରକ୍ଷା, ଠକେଇରୁ, ଲାଇନ, ଅନ୍, ଆକାଉଣ୍ଟଧାରୀଙ୍କୁ, ଗ୍ରାହକମାନଙ୍କ, ଆକାଉଣ୍ଟଧାରୀ, ଦେଶରେ, ତାହା, ସାରା, ସଙ୍ଗଠନ, ଭବିଷ୍ୟନିଧି, କର୍ମଚାରୀ, ମହାରଣା, ଅନୁରାଧା, କହିଲେ, ହୋଇଗଲେ, କଥା, କଞ୍ଜରଭେଟିଭ୍, ଦେଇପାରୁନାହିଁ, ତଇଳା, ପଦାକରି, ଆରମ୍ଭ, ଅତି, ଖସିଲା, ପରିବହନ, ନିଆଯାଇଛି, ଡାକ୍ତରଖାନା, ଅବସ୍ଥାରେ, ଗୁରୁତର, ବାଳିକାକୁ, ବର୍ଷର, ଜଣେ, ଜଣଙ୍କର, କମରେ, ଚାଲିଗଲା, କେପଟାଉନ୍, ଫେରିପାରନ୍ତି, ନିର୍ବାଚନକୁ, ଜୋର୍, ଏବେ, ସାହୁଙ୍କ, ଏମ୍, ତଥା, ରାଜନେତା, ପୁରୁଖା, ନାମ, ସାମଲଙ୍କ, ବସ୍, ଜୀବନ, ସଭାପତି, ଏଆଇଠାରୁ, ଡିଜିଟାଲ, ଗାଁକୁ, ଗାଁ, ଗେଟ୍ସଙ୍କୁ, ଗେଟ୍ସଙ୍କ, ପ୍ରତିଷ୍ଠାତା, ମାଇକ୍ରୋସଫ୍ଟ, ନରେନ୍ଦ୍ର, ବେହେରା, ପ୍ରକାଶ, ଇସ୍ତଫା, ସାଧାରଣ, ଦେବା, ନେତା, ତେବେ, ଦେଇଛନ୍ତି, ମହତାବ, ଏମପି, ରାୟଙ୍କ, ଅରିନ୍ଦମ, ପର୍ବ, ବଦଳ, ଜାରି, ରାଜନୀତିରେ, ଆଗରୁ, ଅବିନାଶ, ସଂସଦୀୟ, ସେସବୁ, ଏଚ୍, କାର୍ତ୍ତିକ, ଏସ୍, ଆଇଇଏମ୍, କରିବ, ମ୍ୟାନେଜମେଣ୍ଟ, ଫୋର୍ସମେଣ୍ଟ, ଇଣ୍ଟେଲିଜେଣ୍ଟ, ରାସ୍ତାରେ, ଉନ୍ନୟନ, ଗ୍ରାମ୍ୟ, ପୂର୍ତ୍ତ, ସମେତ, ରାସ୍ତା, ଡବଲ, ନିର୍ମାଣାଧୀନ, ନୂତନ, ରାଜ୍ୟର, ସରକାର, ଚିନ୍ତାଜନକ, ରାଜ୍ୟରେ, ଦାସ, ଅନିଲ, କରୁଛି, ବନାନୀ, ସବୁଜ, ଜଳାଉଛନ୍ତି, ମାହାଙ୍ଗା, ମର୍ଡର, ନିଷ୍ପତ୍ତି, ନାୟାର, ହୋଇପାରୁନି, ବିଜେଡିରେ, ପ୍ରାର୍ଥୀ, ୩ଟି, ଇତିମଧ୍ୟରେ, ୪ଟି, ଜିଲାରେ, ନିର୍ବାଚନମଣ୍ଡଳୀରୁ, ଆସୁଥିବା, ସଭା, ଲୋକ, ରତନ, ସୁରକ୍ଷାକୁ, ସୁରକ୍ଷା, ସରକାରଙ୍କ, ବରାଳ, ରଞ୍ଜିିତ୍, କରିଥିବା, ରୁଜୁ, ହାଇକୋର୍ଟରେ, ଜେନା, ବିରୋଧରେ, ନିର୍ଦ୍ଦେଶ, ନିମ୍ନକୋର୍ଟଙ୍କ, ରଖିଛନ୍ତି, ହାଇକୋର୍ଟ, odia,
Text of the page (random words):
page not found dharitri odia news e paper friday 29th march 2024 today s paper archives thursday march 28 2019 archives ରାଜ୍ୟ ଜାତୀୟ ମେଟ୍ରୋ ଅନ୍ତର୍ଜାତୀୟ ଖେଳ ବାଣିଜ୍ୟ ସମ୍ପାଦକୀୟ ମନୋରଞ୍ଜନ ଜିଲା ଖବର ଜିଲା ଖବର ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ କେନ୍ଦୁଝର ଢେଙ୍କାନାଳ ଅନୁଗୋଳ ଯାଜପୁର କେନ୍ଦ୍ରାପଡ଼ା ଜଗତ୍ ସିଂହପୁର କଟକ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କନ୍ଧମାଳ କୋରାପୁଟ ରାୟଗଡା ମାଲକାନଗିରି ନବରଙ୍ଗପୁର କଳାହାଣ୍ଡି ନୂଆପଡ଼ା ବୌଦ୍ଧ ସୁବର୍ଣ୍ଣପୁର ବଲାଙ୍ଗୀର ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ଫୁରସତ ଅନ୍ୟାନ୍ୟ ଅନ୍ୟାନ୍ୟ ଶିକ୍ଷା ଓ ନିଯୁକ୍ତି ଜୀବନଚର୍ଯ୍ୟା ଅପରାଧ ଆଜିର ଫଟୋ ଶ୍ରେଷ୍ଠ ପାଞ୍ଚ କରୋନା ଭାଇରସ୍ video epaper news in english more back oops that page can t be found ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ ଅନୁଗୋଳ ୨୯ା୩ ଅମିତ କୁମାର ସାମଲ ବିଜେଡି ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା କିନ୍ତୁ ପରେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ଜାତୀୟ ପିକଲବଲ୍ ରେ ଓଡ଼ିଶାର ସଫଳତା ଭୁବନେଶ୍ୱର ୨୮ ୩ ତପନ ସ୍ବାଇଁ ପିକଲବଲ୍ ଆସୋସିଏଶନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା ବିହାର ଗୁଜରାଟ ମହାରାଷ୍ଟ୍ର ଦିଲ୍ଲୀ ଓ କେରଳ ଆଦି ୬ ଲାଟିନ୍ ଆମେରିକା ଲିଗ୍ ରେ ବିଜୟ ପ୍ରଥମ ଭାରତୀୟ ଚେନ୍ନାଇ ୨୮ା୩ ପି ଟି ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି ଉରୁଗୁଏର କ୍ଲବ କଲୋନା ଏଫ୍ ସି ସହିତ ସେ ସାମିଲ ହେବେ ବୋଲି ଜଣାପଡିଛି ବିଜୟ ବର୍ତ୍ତମାନ ଆଇଏସ୍ ଏଲ୍ ରେ ଚେନ୍ନାଇନ୍ ଏଫ୍ ସି ଭାରତୀୟ ହକି ଦଳକୁ ଓସ୍ ଜାର ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା ଭୁବନେଶ୍ବର ୨୯ା୩ ବିଜୟ ରଣା ଭାରତୀୟ ପୁରୁଷ ହକି ଦଳକୁ ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା ଜଣାଇଛି ଓ ଓଡ଼ିଶା ସ୍ପୋଟର୍ ସ ଜର୍ନାଲିଷ୍ଟ ଆସୋସିଏଶନ ଓସ୍ ଜା ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି ପ୍ରଶିକ୍ଷକ ଓ ସପୋର୍ଟ ଏହି କ୍ରିକେଟର୍ ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ ଜାଣନ୍ତୁ କାହିଁକି ମୁମ୍ବାଇ ୨୯ ୩ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି ସେ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ସେ ୨୭୪ ଷ୍ଟ୍ରାଇକ ହାରରେ ୨୩ ୩ ଦିନ ହେବ ପେନ୍ କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ ନୂଆଦିଲ୍ଲୀ ୨୯ ୩ ଚଳିତ ଆଇପିଏଲ୍ ର ଏକ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ ଏହି ଚମତ୍କାର ଇନିଂସ ଜମ୍ମୁ ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ୧୦ ମୃତ ଶ୍ରୀନଗର ୨୯ ୩ ଶୁକ୍ରବାର ଜମ୍ମୁ କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି ରାମବନ ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି ଯେଉଁଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଛି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯାତ୍ରୀଙ୍କୁ ନେଇ କ୍ୟାବ ଜମ୍ମୁରୁ କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ କେନ୍ଦୁଝର ୨୯ା୩ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ଅନ୍ୟାନ ଦାନ ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଛନ୍ତି ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଆଇପିଏଲ୍ ଅରେଞ୍ଜ୍ ପର୍ପଲ କ୍ୟାପ୍ ରେସ୍ ରେ ଅଛନ୍ତି ଏହି ଖେଳାଳି ନୂଆଦିଲ୍ଲୀ ୨୯ ୩ ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ ଏହି ଚମତ୍କାର ଇନିଂସ ପାଇଁ ରିୟାନ ପରାଗଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ ମୋଦି ବିଲ୍ ଗେଟ୍ସ ଆଲୋଚନା ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା ନୂଆଦିଲ୍ଲୀ ୨୯ା୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା କଟକ ୨୯ ୩ ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି ତେବେ ଏହି ଦୁଇ ନେତା ଯୋଗ ଦେବା ପରେ ବ୍ରିଜ୍ ଉପରୁ ତଳକୁ ଖସିଲା ବସ୍ ଚାଲିଗଲା ୪୫ ଜୀବନ କେପଟାଉନ୍ ୨୯ ୩ ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍ ଉପରୁ ତଳକୁ ଖସିପଡିଛି ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି ଦକ୍ଷିଣ ଆଫ୍ରିକାର ପରିବହନ ବିଭାଗ ପକ୍ଷରୁ ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ ଅନୁଗୋଳ ୨୯ା୩ ଅମିତ କୁମାର ସାମଲ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା ରାଜନେତା ତଥା ଏମ୍ ପି ମହେଶ ସାହୁଙ୍କ ଭବିଷ୍ୟତକୁ ନେଇ ଏବେ ଆଲୋଚନା ଜୋର୍ ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି ଢେଙ୍କାନାଳ ୨୯ା୩ ରତନ ନାୟାର ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି ବିଧାନସଭା ଆସନ ଇତିମଧ୍ୟରେ ବିଜେଡି ପକ୍ଷରୁ ଢେଙ୍କାନାଳ ଜିଲାର ୩ଟି ବିଧାନସଭା ଆସନ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର କଟକ ୨୯ା୩ କାର୍ତ୍ତିକ ସାହୁ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା ହାଇକୋର୍ଟରେ ରୁଜୁ କରିଥିବା ମାମଲାରେ ରଞ୍ଜିିତ୍ ବରାଳ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍ ଏସ୍ ଭୁବନେଶ୍ୱର ୨୯ା୩ ଅନିଲ ଦାସ ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା ଏନ୍ ଏଚ୍ ସମେତ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାରେ ଇଣ୍ଟେଲିଜେଣ୍ଟ ଏନ୍ ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ କେନ୍ଦୁଝର ୨୯ା୩ ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି ଖରାଦିନ ଆରମ୍ଭରୁ ବନବାସୀମାନେ ପାହାଡ଼ରେ ତଇଳା କାଟି ପଦାକରି ସେସବୁ ଜଳାଉଛନ୍ତି ପୋଲିସ କବ୍ ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ ଭୁବନେଶ୍ୱର ସତ୍ୟଜିତ୍ ରାଉତ ଜଟଣୀ ରବୀନ୍ଦ୍ରନାଥ ମହାକୁଡ଼ ୨୯ ୩ କମିଶନରେଟ୍ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ ଟିମ୍ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ସେମାନେ ହେଲେ ଜଟଣୀ ଅଞ୍ଚଳର ପୋଲିସକୁ ଦେଖି ପଳାଉଥିବା ବାଇକ୍ ଚାଳକଙ୍କ ମୃତ୍ୟୁ ଦାରିଙ୍ଗବାଡି ୨୯ା୩ ଅରୁଣ ସାହୁ କନ୍ଧମାଳ ଜିଲା କ ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର ନଂ ଓଡି ୩୩ଏଇ ୩୪୪୩ କୁ ଧରିବା ପାଇଁ ଗୁରୁବାର ସନ୍ଧ୍ୟାରେ ୪୦ କି ମି ପିଛା କରିଥିଲା ଖବରପାଇ ଦାରିଙ୍ଗବାଡି ପୋଲିସ ଇପିଏଫ୍ ଓରେ ଇ କେୱାଇସି ବାଧ୍ୟତାମୂଳକ ଭୁବନେଶ୍ୱର ୨୯ ୩ ଅନୁରାଧା ମହାରଣା କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ଇପିଏଫ୍ ଓ ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି ଗ୍ରାହକମାନଙ୍କ ପାଇଁ ଇପିଏଫ୍ ଓ ପକ୍ଷରୁ ଇ କେୱାଇସି ବାଧ୍ୟତାମୂଳକ କରାଯାଇଛି ଆକାଉଣ୍ଟଧାରୀଙ୍କୁ ଅନ୍ ଲାଇନ ଠକେଇରୁ ରକ୍ଷା କରିବା ପାଇଁ କଓ୍ବୋଇସିକୁ ବାଧ୍ୟତାମୂଳକ କରାଯାଇଛି ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଲେ ମୋ ୨ ଝିଅ ଲଣ୍ଡନ ୨୯ ୩ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି ସୁନକ କହିଛନ୍ତି ଯେ ମୋର ଦୁଇ ଝିଅ ଅଛନ୍ତି କୃଷ୍ଣା ୧୨ ଏବଂ ଅନୁଷ୍କା ୧୧ ଏବଂ ମୁଁ ସେମାନଙ୍କୁ ଯେତିକି ସମୟ ଦେବାକୁ ଚାହୁଁଛି ତାହା ଦେଇପାରୁନାହିଁ କଞ୍ଜରଭେଟିଭ୍ ରାଜ୍ୟ ଜାତୀୟ ମେଟ୍ରୋ ଅନ୍ତର୍ଜାତୀୟ ଖେଳ ଫୁରସତ ବାଣିଜ୍ୟ ସମ୍ପାଦକୀୟ ଜୀବନଚର୍ଯ୍ୟା ଅପରାଧ ମନୋରଞ୍ଜନ about us contacts advertise with us copyright dharitri com 2016 2024 all rights reserved developed by ratna technology ରାଜ୍ୟ ଜାତୀୟ ମେଟ୍ରୋ ଅନ୍ତର୍ଜାତୀୟ ଖେଳ ବାଣିଜ୍ୟ ସମ୍ପାଦକୀୟ ମନୋରଞ୍ଜନ ଜିଲା ଖବର ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ କେନ୍ଦୁଝର ଢେଙ୍କାନାଳ ଅନୁଗୋଳ ଯାଜପୁର କେନ୍ଦ୍ରାପଡ଼ା ଜଗତ୍ ସିଂହପୁର କଟକ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କନ୍ଧମାଳ କୋରାପୁଟ ରାୟଗଡା ମାଲକାନଗିରି ନବରଙ୍ଗପୁର କଳାହାଣ୍ଡି ନୂଆପଡ଼ା ବୌଦ୍ଧ ସୁବର୍ଣ୍ଣପୁର ବଲାଙ୍ଗୀର ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ଫୁରସତ ଅନ୍ୟାନ୍ୟ ଶିକ୍ଷା ଓ ନିଯୁକ୍ତି ଜୀବନଚର୍ଯ୍ୟା ଅପରାଧ ଆଜିର ଫଟୋ ଶ୍ରେଷ୍ଠ ପାଞ୍ଚ କରୋନା ଭାଇରସ୍ video epaper news in english
|